ଆଦ୍ୟାଶା ନ୍ୟୁଜ୍

ସତ୍ୟର ସନ୍ଧାନରେ ପ୍ରତିଦିନ
ବିଜ୍ଞାପନ ସ୍ଥାନ
ବ୍ରେକିଂ

ଖୋଜ ଫଳାଫଳ

୫ ଟି ମିଳିଲା
୯ ଦିନରେ ୬୦୦ କୋଟି ପାର୍, ଜେଲର-୧ର ରେକର୍ଡ ଭାଙ୍ଗିଲା ‘ଜେଲର-୨’, ଚାରିଆଡେ ଥାଲାଇବା କ୍ରେଜମନୋରଞ୍ଜନ

୯ ଦିନରେ ୬୦୦ କୋଟି ପାର୍, ଜେଲର-୧ର ରେକର୍ଡ ଭାଙ୍ଗିଲା ‘ଜେଲର-୨’, ଚାରିଆଡେ ଥାଲାଇବା କ୍ରେଜ

ସୁପରଷ୍ଟାର ରଜନୀକାନ୍ତଙ୍କ ଜଲୱା... ବକ୍ସ ଅଫିସରେ ଧମାକା । ମାତ୍ର ୯ ଦିନରେ ୭୦୦ କୋଟି ଟଙ୍କା ପାର୍ । ପଛରେ ପଡ଼ିଲା ଫିଲ୍ମର ପ୍ରଥମ ଭାଗ ‘ଜେଲର’। ସିନେମା ହଲରେ ଫିଲ୍ମକୁ ନେଇ ଜବରଦସ୍ତ ଚର୍ଚ୍ଚା। ରଜନୀକାନ୍ତଙ୍କ ଫିଲ୍ମକୁ ନେଇ ସବୁବେଳେ ସିନେମା ଜଗତରେ ଜୋରଦାର ଚର୍ଚ୍ଚା ହୋଇଥାଏ । ଆଉ ବର୍ତ୍ତମାନ ନିଜ ଅଭିନୀତ ଫିଲ୍ମ ଜେଲର-୧ର ରେକର୍ଡକୁ ନିଜେ ଭାଙ୍ଗିଛନ୍ତି ଥାଲାଇବା ।

୧ ଦିନ ପୂର୍ବେ୧୨୪
କଳିଙ୍ଗନଗରରେ ୩୯,୩୮୭ କୋଟିର ଶିଳ୍ପ ପ୍ରକଳ୍ପ, ୪୨ ହଜାର ନିଯୁକ୍ତି ଆଶାରାଜନୀତି ଭିଡିଓ

କଳିଙ୍ଗନଗରରେ ୩୯,୩୮୭ କୋଟିର ଶିଳ୍ପ ପ୍ରକଳ୍ପ, ୪୨ ହଜାର ନିଯୁକ୍ତି ଆଶା

କଳିଙ୍ଗନଗରରେ ଶିଳ୍ପ ବିକାଶର ନୂଆ ଅଧ୍ୟାୟ, ୩୯,୩୮୭ କୋଟି ଟଙ୍କାର ପ୍ରକଳ୍ପରୁ ୪୨ ହଜାରରୁ ଅଧିକ ନିଯୁକ୍ତି ଆଶା ଓଡ଼ିଶାକୁ ଦେଶର ଏକ ପ୍ରମୁଖ ଶିଳ୍ପ ହବ୍‌ରେ ପରିଣତ କରିବା ଲକ୍ଷ୍ୟରେ ଯାଜପୁର ଜିଲ୍ଲାର କଳିଙ୍ଗନଗରରେ ଆୟୋଜିତ ହୋଇଛି ଏକ ବଡ଼ ଶିଳ୍ପ…

୧୫ ଅକ୍ଟୋବର ୨୦୨୬୩